ନିରଞ୍ଜନ Niran̄jana

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଞ୍ଜନ=କଜ୍ଜଳ ବା ମଳ) — ବିଶୁଦ୍ଧ — Pure
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଞ୍ଜନ=କଜ୍ଜଳ ବା ମଳ) — ନିଷ୍କଳଙ୍କ — Stainless; spotless; unstained
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଞ୍ଜନ=କଜ୍ଜଳ ବା ମଳ) — କଜ୍ଜଳହୀନ — Free from or having no collyrium
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଞ୍ଜନ=କଜ୍ଜଳ ବା ମଳ) — ପବିତ୍ର — Holy; sacred
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଞ୍ଜନ=କଜ୍ଜଳ ବା ମଳ) — ଅନ୍ଧକାରହୀନ — Free from darkness
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଞ୍ଜନ=କଜ୍ଜଳ ବା ମଳ) — ନିଷ୍ପାପ; ପାପହୀନ — Sinless
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଞ୍ଜନ=କଜ୍ଜଳ ବା ମଳ) — ରାଗାଦି ଦୋଷ ରହିତ — Free from passions or emotion
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଞ୍ଜନ=କଜ୍ଜଳ ବା ମଳ) — ତେଜୋମୟ — Bright; luminous
  • ବି. — ଭଗବାନ୍ — God
  • ବି. — [ଦ୍ର—'କୁମ୍ଭୀପାଟୁଆ' ବା ଅଲେଖ ଧର୍ମାବଲମ୍ବୀମାନେ ନିରାକାର ନିରଞ୍ଜନ ଠାକୁରଙ୍କୁ ପୂଜା କରନ୍ତି।]
  • ବି. — ମହାଦେବ — God Ṡiba
  • ବି. — ପରଂବ୍ରହ୍ମ — The Supreme Brahma