ନିରଞ୍ଜନୀ Niranjanī

  • ଦେ. ବି. (ନିରଞ୍ଜନଙ୍କ) ଉପାସକ ସଂପ୍ରଦାୟବିଶେଷ — Name of a sect of devotees
  • ଦେ. ବି. (ନିରଞ୍ଜନଙ୍କ) [ଦ୍ର—ନିରାନନ୍ଦ ସ୍ୱାମୀ ଏହି ସଂପ୍ରଦାୟର ପ୍ରବର୍ତ୍ତକ; ସେ ନିରଞ୍ଜନ ନିରାକାର ପରବ୍ରହ୍ମଙ୍କର ଉପାସନା କରୁଥିଲେ, ତେଣୁ ତତ୍ପ୍ରବର୍ତ୍ତିତ ଶାଖା ନିରଞ୍ଜନୀ ନାମରେ ଅଭିହିତ; କିନ୍ତୁ ଆଜିକାଲି ନିରଞ୍ଜନୀ ସାଧୁମାନେ ରାମାନନ୍ଦଙ୍କ ମତାନୁସାରେ ସାକାର ଉପାସନା ଗ୍ରହଣ କରି ଉଦାସୀ ବୈଷ୍ଣବ ହୋଇ ଅଛନ୍ତି ଓ କୌପୀନ, ତିଳକ ଓ କଣ୍ଠି ଧାରଣ କରୁ ଅଛନ୍ତି। ମାରବାଡ଼ ଦେଶରେ ଏମାନଙ୍କର ଅନେକ ଆଖଡ଼ା ଅଛି। ହି. ଶ.]