ନିରଞ୍ଜନା Nirn̄janā

  • ସଂ. ବି. ସ୍ତ୍ରୀ. (ନିରଞ୍ଜନ+ଆ) — ପୂର୍ଣ୍ଣିମା ତିଥି — Fullmoon day
  • ସଂ. ବି. ସ୍ତ୍ରୀ. (ନିରଞ୍ଜନ+ଆ) — ଦୁର୍ଗା — Durgā