ନିରଙ୍ଗୁଳ Niraṅguḻa

  • ସଂ. ବି. (ନିର୍+ଅଙ୍ଗୁଳ) — ଯାହା ଅଙ୍ଗୁଳିରୁ ନିର୍ଗତ ହୋଇଅଛି (ପ୍ରକୃତିବାଦ) — Growing out of the fingers
  • ସଂ. ବି. (ନିର୍+ଅଙ୍ଗୁଳ) — ଅଙ୍ଗୁଳିହୀନ — Fingerless