ନିରଙ୍କୁଶ Niraṅkuṡa
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଙ୍କୁଶ= ହସ୍ତି ଶାସନ ଦଣ୍ଡ) — ଅନିବାର୍ଯ୍ୟ — unavoidable; irresistible
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଙ୍କୁଶ= ହସ୍ତି ଶାସନ ଦଣ୍ଡ) — ବାଧା ଶୂନ୍ୟ; ପ୍ରତିବନ୍ଧକଶୂନ୍ୟ — unrestricted; unchecked; uncontrolled; unrestrained; unfettered
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଙ୍କୁଶ= ହସ୍ତି ଶାସନ ଦଣ୍ଡ) — ସ୍ୱେଚ୍ଛାଚାରୀ — Wilful
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଙ୍କୁଶ= ହସ୍ତି ଶାସନ ଦଣ୍ଡ) — ସ୍ୱାଧୀନ — Independent; free
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଙ୍କୁଶ= ହସ୍ତି ଶାସନ ଦଣ୍ଡ) — ଅଶାସ୍ୟ — Unruly (M.W.)
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅଙ୍କୁଶ= ହସ୍ତି ଶାସନ ଦଣ୍ଡ) — ଅପବ୍ୟୟୀ — Extravagant