ନିରଗ୍ନି Niragni
- ସଂ. ବିଣ. (ବହୁବ୍ରୀହି; ନିର=ନାହିଁ+ଅଗ୍ନି) — ଅଗ୍ନି ଶୂନ୍ୟ; ଅନଗ୍ନି — Fireless
- ସଂ. ବିଣ. (ବହୁବ୍ରୀହି; ନିର=ନାହିଁ+ଅଗ୍ନି) — ନିସ୍ତେଜ — Devoid of vigour or brightness
- ବି — ଯେଉଁ ବ୍ରାହ୍ମଣର ଗୃହରେ ଯଜ୍ଞାଗ୍ନି ସଞ୍ଚିତ ହୋଇ ରଖାଯାଇ ନ ଥାଏ — A Brāhmaṇa who does not maintain the consecrated sacrificial fire in his home