ନିରକ୍ଷାନ୍ତର Nirakshāntara
- ସଂ. ବି (ଭୂଗୋଳ ପରିଭାଷା, ନିରକ୍ଷ+ଅନ୍ତର) — ବିଷୁବରେଖାଠାରୁ ପୃଥିବୀର କୌଣସି ଗୋଟିଏ ସ୍ଥାନର ଦୂରତ୍ୱ — The latitude of a place
- ସଂ. ବି (ଭୂଗୋଳ ପରିଭାଷା, ନିରକ୍ଷ+ଅନ୍ତର) — [ଦ୍ର—ଏହି ସ୍ଥାନ ବିଷୁବରେଖାର ଉତ୍ତରରେ ହେଲେ ଉତ୍ତର ନିରକ୍ଷାନ୍ତର ଓ ଦକ୍ଷିଣରେ ହେଲେ ଦକ୍ଷିଣ ନିରକ୍ଷାନ୍ତର ପରିଗଣିତ ହୁଏ।]