ନିରଂଶିଆ Niraṁṡiā

  • ଦେ. ବିଣ. ପୁଂ (ସଂ. ନିର୍ବଂଶ) — ନିର୍ବଂଶ; ଯାହାର ବଂଶ ଲୋପ ପାଇଥାଏ — One who leaves no family member
  • ଦେ. ବିଣ. ପୁଂ (ସଂ. ନିର୍ବଂଶ) — ବେୱାରସ — Heirless; leaving no successor
  • ଦେ. ବିଣ. ପୁଂ (ସଂ. ନିର୍ବଂଶ) — ନାୱାରସ; ଯେଉଁ ସମ୍ପତ୍ତିର କେହି ଉତ୍ତରାଧିକାରୀ ନାହିଁ — Having no body to succeed to it (property)
  • ଦେ. ବିଣ. ପୁଂ (ସଂ. ନିର୍ବଂଶ) — (ଗାଳି ବା ଅଭିଶାପ) ଆଣ୍ଠୁକୁଡା; ଅପୁତ୍ରକ — (a term of cursing) Childless
  • ଦେ. ବିଣ. ପୁଂ (ସଂ. ନିର୍ବଂଶ) — (ଗାଳି) ଅଳ୍ପାୟୁଷ — (a term of cursing) Short lived
  • ଦେ. ବିଣ. ପୁଂ (ସଂ. ନିର୍ବଂଶ) — କେ ବାଇଶ ବର୍ଷିଆ କେ ପନ୍ଦର ବର୍ଷିଆ କେ ସାତ ସତର କେ ଅଟଇ ନିରଂଶିଆ—ପୀତାମ୍ବର. ନୃସିଂହପୁରାଣ।