ନିରଂଶ ଡିହ Niraṁṡa diha

  • ଦେ. ବି. — ଯେଉଁ ଡିହ ବା ଘରତଳି ଜମିର ମାଲିକ ନିଃସନ୍ତାନ ହୋଇ ମରିଯିବା ପରେ ତହିଁର କେହି ଉତ୍ତରାଧିକାରୀ ନ ଥାଏ — A homestead, the owner of which died leaving no heirs