ନିଯୋଦ୍ଧା Nij̄oddhā

  • ସଂ. ବି. (ନି=ସମ୍ମୁଖରେ+ଯୁଧ୍ ଧାତୁ=ଯୁଦ୍ଧ କରିବା +କର୍ତ୍ତୃ ତୃ, ନିଯୋଦ୍ଧୃ ଶବ୍ଦ 1 ମା 1 ବ) — କୁକ୍କୁଟ — A cook
  • ସଂ. ବି. (ନି=ସମ୍ମୁଖରେ+ଯୁଧ୍ ଧାତୁ=ଯୁଦ୍ଧ କରିବା +କର୍ତ୍ତୃ ତୃ, ନିଯୋଦ୍ଧୃ ଶବ୍ଦ 1 ମା 1 ବ) — ମଲ୍ଲ ଯୋଦ୍ଧା; ପହିଲ୍ବାନ୍ — A wrestler; a pugilist
  • ସଂ. ବି. (ନି=ସମ୍ମୁଖରେ+ଯୁଧ୍ ଧାତୁ=ଯୁଦ୍ଧ କରିବା +କର୍ତ୍ତୃ ତୃ, ନିଯୋଦ୍ଧୃ ଶବ୍ଦ 1 ମା 1 ବ) — ଯୋଦ୍ଧା — Combatant; warrior