ନିଯୋଜିବା, ନିୟୋଜିବା Nijojibā, Niyojibā
- ଦେ. କ୍ରି (ପଦ୍ୟ) ନିଯୁକ୍ତ କରିବା — To employ
- ଦେ. କ୍ରି (ପଦ୍ୟ) ଦଶ ଶତ ଧନ୍ୱୀ ପଦାତି ସତ୍ୱରେ ନିୟୋଜିଲେ ନରସାଇଁ— ରାଧାନାଥ. ପାର୍ବତ୍ୟ।
- ଦେ. କ୍ରି (ପଦ୍ୟ) ଯୋଗାଇବା — To supply
- ଦେ. କ୍ରି (ପଦ୍ୟ) ତାଙ୍କ ତାମ୍ବୁଳ ନିଯୋଜନ୍ତି, ମଧ୍ୟରେ ସେବକ ବୋଲାନ୍ତି। ଜଗନ୍ନାଥ. ଭାଗବତ।
- ଦେ. କ୍ରି (ପଦ୍ୟ) ଯୁକ୍ତ କରିବା — To attached
- ଦେ. କ୍ରି (ପଦ୍ୟ) ସେ ମାର୍ଗ ମୋତେ ଦେଖାଇଲେ, ବିଷ୍ଣୁ ଶରୀରେ ନିୟୋଜିଲେ। ଜଗନ୍ନାଥ. ଭାଗବତ।