ନିଯୋଜିତ, ନିୟୋଜିତ Nijojita, Niyojita
- ସଂ. ବିଣ. (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) — ଅନ୍ୟ ଦ୍ୱାରା କର୍ମରେ ନିଯୁକ୍ତ କରା ଯାଇଥିବା — Appointed to an office
- ସଂ. ବିଣ. (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) — ନିଯୁକ୍ତ — Engaged
- ସଂ. ବିଣ. (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) — ପ୍ରବର୍ତ୍ତିତ — Stimulated
- ସଂ. ବିଣ. (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) — ପ୍ରେରିତ — Sent
- ସଂ. ବିଣ. (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) — ଭାର ପ୍ରାପ୍ତ; କ୍ଷମତା ପ୍ରାପ୍ତ — Entrusted; authorised
- ସଂ. ବିଣ. (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) — ଆଦିଷ୍ଟ — Commanded; enjoined; commissioned
- ସଂ. ବିଣ. (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) — ସଂଯୁକ୍ତ; ପ୍ରଯୁକ୍ତ — Connected with; joined to; attached to; tied on
- ସଂ. ବିଣ. (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) — ବ୍ୟବହୃତ — Used; utilised
- ସଂ. ବିଣ. (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) — ଆଦେଶ ଦ୍ୱାରା ବ୍ୟବହୃତ — Commandered
- ସଂ. ବିଣ. (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) — ସ୍ଥାପିତ — Placed; laid
- ସଂ. ବିଣ. (ନି+ଯୁଜ୍. ଧାତୁ. ଣିଚ+କର୍ମ ତ) — କୌଣସି କର୍ମ କରିବାକୁ ଉତ୍ତେଜିତ — Urged; impelled; incited; instigated