ନିଯୋଜକ, ନିୟୋଜକ Nijojaka, Niyojaka

  • ସଂ. ବିଣ. (ନି+ଯୁଜ୍. ଧାତୁ+କର୍ତ୍ତୃ. ଅକ) — ନିଯୋକ୍ତା — Appointing; commanding; enjoining
  • ବି — ପ୍ରଭୁ; ଖାଉନ୍ଦ; ଯେ ଭୃତ୍ୟ ନିଯୁକ୍ତ କରେ — Employer; master
  • ବି — ଆଦେଶକର୍ତ୍ତା — Commander