ନିଯୋଗ୍ୟ, ନିୟୋଗ୍ୟ Nij̄ogya, Niyogya

  • ସଂ. ବି.—(ନି+ଯୁଜ୍ ଧାତୁ+କର୍ତ୍ତୃ. ଯ) — ନିୟୋଗ କର୍ତ୍ତା; ପ୍ରଭୁ — Lord; master; employer
  • ବିଣ.—(ନି+ଯୁଜ୍ ଧାତୁ+କର୍ମ. ଯ) — ନିୟୋଗାର୍ହ — Worthy or fit to be appointed