ନିଯୋଗିବା, ନିୟୋଗିବା Nij̄ogibā, Niyogibā

  • ଦେ. (ପଦ୍ୟ) କ୍ରି.—(ସଂ. ନିଯୋଗ) — ନିଯୁକ୍ତ କରିବା — To appoint; to engage
  • ଦେ. (ପଦ୍ୟ) କ୍ରି.—(ସଂ. ନିଯୋଗ) — ନାବ ବୋହିବାକୁ ନିଯୋଗିଛନ୍ତି ପିତା। କୃଷ୍ଣସିଂହ. ମହାଭାରତ. ଆଦି।