ନିଯୋକ୍ତା, ନିୟୋକ୍ତା Nij̄o(yo)ktā

  • ସଂ. ବିଣ. ପୁଂ. (ନି+ଯୁଜ୍ ଧାତୁ+କର୍ତ୍ତୃ. ତୃ 1 ମା. 1 ବ) — ସଂଯୋଗକାରୀ — Joining; fastening; attaching
  • ସଂ. ବିଣ. ପୁଂ. (ନି+ଯୁଜ୍ ଧାତୁ+କର୍ତ୍ତୃ. ତୃ 1 ମା. 1 ବ) — ନିୟୋଗକର୍ତ୍ତା — Appointing; employing; a person who appoints another to any office
  • ସଂ. ବିଣ. ପୁଂ. (ନି+ଯୁଜ୍ ଧାତୁ+କର୍ତ୍ତୃ. ତୃ 1 ମା. 1 ବ) — ଆଦେଷ୍ଟା; ଆଦେଶକ — Commanding
  • ସଂ. ବିଣ. ପୁଂ. (ନି+ଯୁଜ୍ ଧାତୁ+କର୍ତ୍ତୃ. ତୃ 1 ମା. 1 ବ) — ଯେ ଉପଭୋଗ କରେ — Enjoying
  • ସଂ. ବିଣ. ପୁଂ. (ନି+ଯୁଜ୍ ଧାତୁ+କର୍ତ୍ତୃ. ତୃ 1 ମା. 1 ବ) — ପ୍ରବର୍ତ୍ତକ — Stimulating; inciting
  • ସଂ. ବିଣ. ପୁଂ. (ନି+ଯୁଜ୍ ଧାତୁ+କର୍ତ୍ତୃ. ତୃ 1 ମା. 1 ବ) — କୌଣସି ବିଷୟର ଭାର ଅର୍ପଣକାରୀ — Commissioning; authorising; charging
  • ବି — ଚାକିରିରେ ମୁକରର କରିବା ବ୍ୟକ୍ତି — Employer
  • ବି — ଆଦେଶ ଦେବା ବ୍ୟକ୍ତି — Commander; director
  • ବି — ପ୍ରଭୁ; ମୁନିବ; ଖାମିଦ — Lord; master
  • ବି — ଶାସନକର୍ତ୍ତା — Ruler