ନିଯୁକ୍ତି ପତ୍ର Nij̄ukti patra

  • ସଂ. ବି. (ଆଧୁନିକ ବ୍ୟବହାର) — କୌଣସି କାର୍ଯ୍ୟରେ ନିଯୁକ୍ତ ହେବା ବ୍ୟକ୍ତିକୁ କର୍ତ୍ତୃପକ୍ଷଙ୍କଠାରୁ ମିଳିବା ଲେଖା; ପରୁଆନା — Appointment letter; a writ of appointment; a writ of commission