ନିମ୍ନଗ Nimnaga

  • ସଂ. ବିଣ. (ନିମ୍ନ+ ଗମ ଧାତୁ+ କର୍ତ୍ତୃ. ଅ) — ନିମ୍ନଗାମୀ; ଯାହା ତଳ ଆଡ଼କୁ ବୋହି ଯାଉଅଛି; ଅଧୋଗାମୀ — Flowing downwards; descending
  • ସଂ. ବିଣ. (ନିମ୍ନ+ ଗମ ଧାତୁ+ କର୍ତ୍ତୃ. ଅ) — ଗଭୀର — Deep