ନିମ୍ନଗା Nimnagā

  • ସଂ. ବି. ସ୍ତ୍ରୀ. (ନିମ୍ନଗ+ ସ୍ତ୍ରୀ. ଆ) — ନଦୀ — A river
  • ବିଣ. ସ୍ତ୍ରୀ — ଯାହା ତଳ ଆଡ଼କୁ ଗତି କରେ ବା ବୋହିଯାଏ — Flowing downwards