ନିମ୍ନ ପ୍ରାଇମେରୀ Nimna prāimerī

  • ଦେ. ବିଣ. (ଆଧୁନିକ ବ୍ୟବହାର; ସଂ. ନିମ୍ନ ଓ ଇଂ ପ୍ରାଇମେରୀ) — ଲୋଅର୍ ପ୍ରାଇମେରୀ (ବିଦ୍ୟାଳୟ); ଯେଉଁଠାରେ ଛାତ୍ର ଛାତ୍ରୀମାନେ ବିଦ୍ୟାରମ୍ଭ କରନ୍ତି — Lower primary (school)