ନିମିତ୍ୟ ଚଳାଇବା Nimitya chaḻāibā
- ଗ୍ରା. କ୍ରି — କୌଣସି ଉତ୍ସବରେ ଗୃହସ୍ୱାମୀଙ୍କୁ ସାହାଯ୍ୟଦେଇ ତାହା ସମାଧା କରାଇବା — To help the host in bringing a festival to a successful termination
- ଗ୍ରା. କ୍ରି — ଉତ୍ସବରେ ଗୃହସ୍ୱାମୀକୁ ସାହାଯ୍ୟ କରିବା — To render help to the host of a festival