ନିମିତ୍ତ Nimitta

  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — ହେତୁ; କାରଣ — Cause; reason; ground
  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — ଏ ନିମିତ୍ତ ମାନରୁ ପାର୍ଥ ହାତେ ବଧ, ହେବେ କର୍ଣ୍ଣ ବୋଲି ସବୁରି ହେଲା ବୋଧ। କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।
  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — ଉପଲକ୍ଷ — Occasion
  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — ଅଭିପ୍ରାୟ; ଉଦ୍ଦେଶ୍ୟ — Motive; intention
  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — ପ୍ରୟୋଜନ — Need, necessity
  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — ଲକ୍ଷଣ; ଚିହ୍ନ — Sign; mark; indication; token
  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — ଉତ୍ପତ୍ତି — Source; rise
  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — ଶକୁନ; ଶୁଭାଶୁଭ ଲକ୍ଷଣ; ଯେଉଁ ଲକ୍ଷଣଦ୍ୱାରା ଘଟନା ଘଟିବା ପୂର୍ବରୁ ଶୁଭାଶୁଭ ସୂଚିତ ହୁଏ — Omen; premonitory sign
  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — ଦାଗ — Spot; speck
  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — ଶରବ୍ୟ; ଲକ୍ଷ୍ୟ — Aim; target; butt
  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — (ଦର୍ଶନ ଶାସ୍ତ୍ର) କୌଣସି ଘଟନାର ମୁଖ୍ୟ ବା କାର୍ଯ୍ୟକାରୀ କାରଣ — (Hindu philosophy) Instrumental or efficient cause (opposed toଉପାଦାନthe operative or material cause). (M.W.)
  • ସଂ. ବି. (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ) — ପ୍ରକାଶ୍ୟ କାରଣ — Any apparent cause (Apte)