ନିମିତ୍ତ କାରଣ Nimitta kāraṇa
- ସଂ. ବି — ଉପକରଣ; କୌଣସି କାର୍ଯ୍ୟରେ ତୃତୀୟ କାରଣ; କର୍ତ୍ତା ଯାହା ସାହାଯ୍ୟରେ କର୍ମ ସାଧନ କରେ; ସମବାୟୀ ଓ ଅସମବାୟୀ କାରଣ ଭିନ୍ନ ତୃତୀୟ କାରଣ — Instrumental cause; immediate agent
- ସଂ. ବି — (ଯଥା—ବଢ଼େଇ (କର୍ତ୍ତା) ହତିଆ ଦ୍ୱାରା (ନିମିତ୍ତ କାରଣ ଦ୍ୱାରା) ଚଉକି (କର୍ମ) ତିଆରି କଲା। ଏ ସ୍ଥଳରେ ଯେଉଁ କାଠ ଦ୍ୱାରା ଚଉକି ତିଆର ହେଲା ତାହା ସମବାୟୀ କାରଣ ଓ ହତିଆର ନିମିତ୍ତ କାରଣ।)