ନିମିତା ନିମିତ Nimitā nimita

  • ଦେ. ବି. (ସହଚର ଶବ୍ଦ) — ପାରିବାରିକ ଶୁଭାନୁଷ୍ଠାନ ବା ଉତ୍ସବ; ବିବାହ ବ୍ରତ ଆଦି ଶୁଭକର୍ମମାନ — Social ceremonies
  • ଦେ. ବି. (ସହଚର ଶବ୍ଦ) — ଉତ୍ସବ ଓ ବ୍ରତାଦି — Festivals and religious ceremonies