ନିମିଟି ବାଘ Nimiṭi bāgha
- ପ୍ରାଦେ. (ଗଡ଼ଜାତ) ବି. — ଏକ ପ୍ରକାର ଛୋଟ ବାଘ; ନେପାଳୀ ବାଘ — A kind of small leopard
- ପ୍ରାଦେ. (ଗଡ଼ଜାତ) ବି. — [ଦ୍ର—ଏମାନେ ରାତିରେ ଘରେ ପଶି ଛେଳି, ମେଣ୍ଢା, ବାଛୁରୀ, ଶିଶୁ ଆଦିଙ୍କ ତଣ୍ଟି ଚିପି ମାରି ପକାନ୍ତି ଓ ତଣ୍ଟିର କଣାରେ ମୁହଁ ଲଗାଇ ରକ୍ତ ପିଇସାରି ଶବକୁ ବୋହି ନେଇ ଜଙ୍ଗଲକୁ ଚାଲି ଯାଆନ୍ତି (ଗଡ଼ଜାତବାସିନୀ. 28.6. 1930 )] — [ଦ୍ର—ଏମାନେ ରାତିରେ ଘରେ ପଶି ଛେଳି, ମେଣ୍ଢା, ବାଛୁରୀ, ଶିଶୁ ଆଦିଙ୍କ ତଣ୍ଟି ଚିପି ମାରି ପକାନ୍ତି ଓ ତଣ୍ଟିର କଣାରେ ମୁହଁ ଲଗାଇ ରକ୍ତ ପିଇସାରି ଶବକୁ ବୋହି ନେଇ ଜଙ୍ଗଲକୁ ଚାଲି ଯାଆନ୍ତି (ଗଡ଼ଜାତବାସିନୀ.28.6. 1930)]