ନିମନ୍ତ୍ରିତ Namantrita

  • ସଂ. ବିଣ (ନି+ମନ୍ତ୍ର୍ ଧାତୁ+କର୍ମ. ତ) — ଆହୁତ — Summoned
  • ସଂ. ବିଣ (ନି+ମନ୍ତ୍ର୍ ଧାତୁ+କର୍ମ. ତ) — ଯାହାକୁ ନିମନ୍ତ୍ରଣ କରା ଯାଇଅଛି — Invited