ନିମନ୍ତରେ Nimantare

  • ଦେ. (ସଂ. ନିମିତ୍ତ) — ନିମନ୍ତେ (ଦେଖ) — Nimante (See)
  • ଦେ. (ସଂ. ନିମିତ୍ତ) — ତତ୍ତ୍ୱ ଜିଜ୍ଞାସା ନିମନ୍ତରେ ରାଜା ଯେ ଥାଏ ଶ୍ରଦ୍ଧାଭରେ । ଜଗନ୍ନାଥ. ଭାଗବତ ।