ନିମତା Nimatā

  • ଦେ. ବି. (ସଂ. ନିମନ୍ତ୍ରଣ) — ନିଉଁତା (ଦେଖ) — Niuñtā
  • ଦେ. ବି. (ସଂ. ନିମନ୍ତ୍ରଣ) — ତୁମ ବନ୍ଧୁବାନ୍ଧବ ଘରେ ନିମତା ଦେଇ ଆସିବି ନାଁ ? ଫକୀରମୋହନ, ସ୍ୱଳ୍ପଗଳ୍ପ ।