ନିମଜ୍ଜିବା Nimajjibā

  • ଦେ. (ପଦ୍ୟ) କ୍ରି. (ସଂ. ନି+ମସ୍ଜ୍ ଧାତୁ; ନିମଜ୍ଜନ) — ନିମଗ୍ନ ହେବା — To sink
  • ଦେ. (ପଦ୍ୟ) କ୍ରି. (ସଂ. ନି+ମସ୍ଜ୍ ଧାତୁ; ନିମଜ୍ଜନ) — ଏକାନ୍ତଚିତ୍ତରେ ମଗ୍ନ ହେବା — To be intent on