ନିମଜ୍ଜିତ Nimajjita

  • ସଂ. ବିଣ. (ନି+ମସଜ୍ ଧାତୁ+କର୍ତ୍ତୃ. ତ, ଓ ନି+ମସ୍ଜ୍ ଧାତୁ ଣିଜନ୍ତ ମଜ୍ଜି ଧାତୁ +କର୍ମ. ତ) — ନିମଗ୍ନ — Drowned
  • ସଂ. ବିଣ. (ନି+ମସଜ୍ ଧାତୁ+କର୍ତ୍ତୃ. ତ, ଓ ନି+ମସ୍ଜ୍ ଧାତୁ ଣିଜନ୍ତ ମଜ୍ଜି ଧାତୁ +କର୍ମ. ତ) — ପାଣିରେ ବୁଡ଼ାଇ ଦିଆଯାଇ ଥିବା — Made to sink; immersed
  • ସଂ. ବିଣ. (ନି+ମସଜ୍ ଧାତୁ+କର୍ତ୍ତୃ. ତ, ଓ ନି+ମସ୍ଜ୍ ଧାତୁ ଣିଜନ୍ତ ମଜ୍ଜି ଧାତୁ +କର୍ମ. ତ) — ସ୍ନାତ — 4. Bathed