ନିମଜ୍ଜଥୁ Nimajjathu

  • ସଂ. ବି. (ନି+ମସ୍ଜ୍ ଧାତୁ+ଭାବ. ଅଥୁ) — ଶୟନ — Sleeping
  • ସଂ. ବି. (ନି+ମସ୍ଜ୍ ଧାତୁ+ଭାବ. ଅଥୁ) — ଅବଗାହନ; ସ୍ନାନ. ପାଣିରେ ମୁଣ୍ଡ ବୁଡ଼ାଇ ଗାଧୋଇବା — Bathing; bathing by immersion in water
  • ସଂ. ବି. (ନି+ମସ୍ଜ୍ ଧାତୁ+ଭାବ. ଅଥୁ) — ଅନ୍ତର୍ନିବେଶ; ନିମ୍ନଜ୍ଜନ; ଡୁବିଯିବା — Immersion; sinking