ନିମକି Nimaki

  • ବୈଦେ. ବି. (ଫା. ନମକୀନ୍; ନମକୀ) — ସରକାରୀ ସଲଟ୍ ବିଭାଗ — The Salt Department of Government
  • ବୈଦେ. ବି. (ଫା. ନମକୀନ୍; ନମକୀ) — ମଇଦା, ଘିଅ, ଲୁଣ, କଳାଜୀରା ଦ୍ୱାରା ପ୍ରସ୍ତୁତ ଏକପ୍ରକାର ଲୁଣିଆ ଗଜା — A kind of biscuit flavoured with salt
  • ବିଣ — ନିମକ ବିଭାଗ ସମ୍ବନ୍ଧୀୟ — Appertaining to the Salt Department
  • ବିଣ — ଲବଣ ସଂଯୁକ୍ତ; ଲବଣ ଘଟିତ — Seasoned with salt
  • ବିଣ — ଲୁଣିଆ; ଖାରିଆ — Saline; having a saline taste