ନିମକଦାନ୍ Nimakadān

  • ବୈଦେ ବି. (ଫା ନମକ୍ ଦାନ୍) — ଯେଉଁ ପାତ୍ରରେ ଲୁଣ ରଖାଯାଏ — A pot for keeping salt
  • ବୈଦେ ବି. (ଫା ନମକ୍ ଦାନ୍) — ଲୁଣ ରହିବାସ୍ଥାନ — Salt cellar