ନିମକଣ୍ଟା Nima kaṇṭā

  • ଦେ. ବି. (ଫା ନିମ୍= ଛୋଟ+ସଂ. କଣ୍ଟକ) — କବାଟର ପଟାମାନ ଯୋ଼ଡ଼ିବା ପାଇଁ ବ୍ୟବହୃତ ଦୁଇ ଆଡ଼ ମୁନିଆଁ ଲୁହାକଣ୍ଟା; ଗୋଡ଼ିଶାଲ — Nails pointed on both ends and used in joining the planks of a door