ନିମକ ହରାମୀ ଜାଗିର୍(ରି) Nimaka harāmī jāgir(ri)

  • ବୈଦ. ବି. (ଫା. ନମକ୍ ହରାମୀ ଜାୟଗୀର୍) — ପ୍ରଭୁଙ୍କ ଅପକାର କରିବା ଯୋଗୁଁ ପ୍ରଭୁଙ୍କ ଶତ୍ରୁଠାରୁ ନିମକହରାମ୍ ଭୃତ୍ୟ ପୁରସ୍କାର ସ୍ୱରୂପ ଯେଉଁ ଜାଗିରି ପାଇ ଥାଏ — Service-tenure got by a servant as a reward from the enemy of his master for betreying the latter