ନିମକ ସଚା Nimaka sachā

  • ବୈଦେ. ବିଣ. (ଫା; ନମକ୍ ସଚ୍ଚା) — କୃତଜ୍ଞ ବା ବିଶ୍ୱାସୀ (ଭୃତ୍ୟ) — Faithful or grateful; loyal (servant) true to one's salt
  • ବୈଦେ. ବିଣ. (ଫା; ନମକ୍ ସଚ୍ଚା) — କୋଡ଼ିଏ ବର୍ଷର ଚାକର ଖୁବ୍ ବିଶ୍ୱାସୀ, ଖୁବ୍ ନିମକ ସଚ୍ଚା । ଫକୀର ମୋହନ ଗଳ୍ପସ୍ୱଳ୍ପ ।