ନିମକ ମାରିବା Nimaka māribā

  • ଦେ. କ୍ରି — କୃତିମ ଉପାୟରେ ସମୁଦ୍ର ପାଣିକୁ ନିଆଁରେ ବା ସୂର୍ଯ୍ୟ କିରଣରେ ଶୁଖାଇ ଲୁଣ ପ୍ରସ୍ତୁତ କରିବା — To manufacture salt
  • ଦେ. କ୍ରି — [ଦ୍ର—ସମୁଦ୍ର ପାଣିକୁ ନିଆଁ ଉପରେ ବସାଇ ତହିଁରୁ ପାଣି ମାରି ଯେଉଁ ଲୁଣ ପ୍ରସ୍ତୁତ କରାଯାଏ ତାକୁ 'ପଙ୍ଗାଲୁଣ' ଓ କିଆରି କରି କିଆରିକୁ ସମୁଦ୍ର ପାଣି ମଡ଼ାଇ ଉକ୍ତ କିଆରିରୁ ପାଣି ଶୁଖି ଗଲା ପରେ ଯେଉଁ ଲୁଣ ଦାନା ବାନ୍ଧି ଜମିଯାଏ ତାକୁ'ଗୋଡ଼ାଲୁଣ' କହନ୍ତି ।]
  • ଦେ. କ୍ରି — ଦାନା ମାରିବା; ଚାକିରୀ ଛଡ଼ାଇବା — To cause loss of service to a person,