ନିମ ହଳଦୀ Nima haḻadī
- ଦେ. ବି. (ସଂ. ନିମ୍ବ ଓ ହରିଦ୍ରା) — ନିମ ପତ୍ର ମିଶାଇ ବଟା ଯାଇଥିବା ହଳଦୀ — Turmeric paste mixed with margosa leaves
- ଦେ. ବି. (ସଂ. ନିମ୍ବ ଓ ହରିଦ୍ରା) — [ଦ୍ର—କାଛୁ କୁଣ୍ଡିଆ ବା ବସନ୍ତ ହେଲେ ରୋଗୀର ଦେହରେ ନିମ ହଳଦୀ ଲଗାନ୍ତି। ବସନ୍ତ ରୋଗାକ୍ରମଣର ନବମ ବା ଦ୍ୱାଦଶ ଦିବସରେ ରୋଗୀ ନିମ ହଳଦୀ ଲଗାଇ ସ୍ନାନ କରେ।]