ନିମ ପିତା Nima pitā

  • ଦେ. ବିଣ — ନିମ ପତ୍ର ପରି ତିକ୍ତସ୍ୱାଦବିଶିଷ୍ଟ — Of a bitter taste (like the Nimba leaves)
  • ବି — ନିମପତ୍ରକୁ ଭାଜି ମିଶାଇ ତିଆରି କରାଯିବା ତିକ୍ତ ବ୍ୟଞ୍ଜନ — Curry made bitter by adding fried Nimba leaves to it