ନିଭିଲା Nibhilā

  • ଦେ. ବିଣ — ନିର୍ବାପିତ — Extinguished
  • ଦେ. ବିଣ — (ଯଥା—ନିଭିଲା ନିଆଁ ।)
  • ଦେ. ବିଣ — ଅନ୍ତର୍ହିତ — Disappeared; vanished
  • ଦେ. କ୍ରି (ନିଭିବା କ୍ରିୟାର ଅତୀତକାଳ, 3 ୟ ପୁରୁଷ ଅନାଦରାର୍ଥ; 1 ବଚନରେ ବ୍ୟବହୃତ ରୂପ) — ନିର୍ବାପିତ ହେଲା — Was extinguished