ନିଭା Nibhā
- ସଂ. ବିଣ. (ସମାସରେ ବ୍ୟବହୃତ)— (ସଂ. ନିଭ ଶବ୍ଦର ସ୍ତ୍ରୀ ଲିଙ୍ଗାକୃତି) — ତୁଲ୍ୟ — Like; similar
- ସଂ. ବିଣ. (ସମାସରେ ବ୍ୟବହୃତ)— (ସଂ. ନିଭ ଶବ୍ଦର ସ୍ତ୍ରୀ ଲିଙ୍ଗାକୃତି) — ଧୂର୍ଜ୍ଜଟୀ—ପର—ବଲ୍ଲଭା ନିଭା । କବିସୂର୍ଯ୍ୟ, କବିତା ।
- ଦେ. ବି. (ସଂ. ନିର୍ବାହ) — ନିର୍ବାହ (ଦେଖ) — Nirbāha (See)