ନିବ୍ୟୂଢ଼ Nibyūṟḍ̠ẖa

  • ସଂ. ବି. (ନି+ବି+ବହ୍ ଧାତୁ= ଶ୍ରେଣୀବଦ୍ଧ କରିବା+ ଭାବ. ତ) — ଅଭିନିବେଶ — Close attention
  • ସଂ. ବି. (ନି+ବି+ବହ୍ ଧାତୁ= ଶ୍ରେଣୀବଦ୍ଧ କରିବା+ ଭାବ. ତ) — ଅଧ୍ୟବସାୟ — Observance