ନିବେଶିବା Nibeṡibā
- ଦେ. (ପଦ୍ୟ) କ୍ରି. (ନି+ବିଶ୍ ଧାତୁ ଣିଚ) ପୂରାଇବା — To thrust
- ଦେ. (ପଦ୍ୟ) କ୍ରି. (ନି+ବିଶ୍ ଧାତୁ ଣିଚ) ସେହି ଅସ୍ତ୍ରକୁ ଧନୁ ମଧ୍ୟରେ ନିବେଶ—କୃଷ୍ଣସିଂହ, ମହାଭାରତ, ବନ।
- ଦେ. (ପଦ୍ୟ) କ୍ରି. (ନି+ବିଶ୍ ଧାତୁ ଣିଚ) ସ୍ଥାପନ କରିବା ରଖିବା — To place; to set
- ଦେ. (ପଦ୍ୟ) କ୍ରି. (ନି+ବିଶ୍ ଧାତୁ ଣିଚ) ତହିଁରେ ମନ ନେତ୍ର ଏକା ନିବେଶିଲେ—କୃଷ୍ଣସିଂହ, ମହାଭାରତ ବନ।
- ଦେ. (ପଦ୍ୟ) କ୍ରି. (ନି+ବିଶ୍ ଧାତୁ ଣିଚ) ନିୟୋଜିତ କରିବା — To apply
- ଦେ. (ପଦ୍ୟ) କ୍ରି. (ନି+ବିଶ୍ ଧାତୁ ଣିଚ) ପୁଣି ବସଇ ପଦ୍ମ ପରେ, ଚିତ୍ତ ନିବେଶଇ ଶୂନ୍ୟରେ— ଭୂପତି. ପ୍ରେମପଞ୍ଚାମୃତ ।
- ଦେ. (ପଦ୍ୟ) କ୍ରି. (ନି+ବିଶ୍ ଧାତୁ ଣିଚ) ଅର୍ପଣ କରିବା — To entrust
- ଦେ. (ପଦ୍ୟ) କ୍ରି. (ନି+ବିଶ୍ ଧାତୁ ଣିଚ) ଦୁହିତା ପ୍ରତୁଲ୍ୟେ ଧରଣୀ, ପୁତ୍ରେ ନିବେଶି ନୃପମଣି— ଜଗନ୍ନାଥ, ଭାଗବତ ।