ନିବେଦ Nibeda

  • ସଂ. ବି. (ନି+ବିଦ୍ ଧାତୁ. ଣିଚ୍ ବେଦି. ଧାତୁ=ଜଣାଇବା +ଭାବ . ଅ) — ନିବେଦନ (ଦେଖ) — Nibedana (See)
  • ସଂ. ବି. (ନି+ବିଦ୍ ଧାତୁ. ଣିଚ୍ ବେଦି. ଧାତୁ=ଜଣାଇବା +ଭାବ . ଅ) — ମନ ବଚନ ତା ଚରଣେ, ନିବେଦ କଲି ଅନୁକ୍ଷଣେ। ଜଗନ୍ନାଥ. ଭାଗବତ।