ନିବେଦ୍ୟ Nibedya

  • ସଂ. ବିଣ (ନି+ବଦ୍ ଧାତୁ ଣିଚ ବେଦି ଧାତୁ+କର୍ମ. ଯ) — ନିବେଦନୀୟ (ଦେଖ) — Nibedanīya (See)
  • ସଂ. ବି — ଦେବତାଙ୍କୁ ଭୋଗ ଅର୍ପଣ; ନୈବେଦ୍ୟ — Offering of food to a Deity (Apte)