ନିବେଦନ କରିବା Nibedana karibā

  • ଦେ. କ୍ରି. — (ଭୋଗାଦି ଦେବତାଙ୍କୁ) ସମର୍ପଣ କରିବା — To offer
  • ଦେ. କ୍ରି. — ଦରଖାସ୍ତ କରିବା — To petition
  • ଦେ. କ୍ରି. — ପ୍ରାର୍ଥନା କରିବା — To pray
  • ଦେ. କ୍ରି. — (କୌଣସି ବିଷୟ) ଜଣାଇବା; ଜ୍ଞାପନ କରିବା — To inform; to report; to represent