ନିବେଦିତ Nibedita

  • ସଂ. ବିଣ. (ନି+ ବିଦ୍ ଧାତୁ ଣିଚ+କର୍ମ. ତ) — ବିଜ୍ଞାପିତ — Reported; represented; made known
  • ସଂ. ବିଣ. (ନି+ ବିଦ୍ ଧାତୁ ଣିଚ+କର୍ମ. ତ) — ସମର୍ପିତ — Offered; delivered
  • ସଂ. ବିଣ. (ନି+ ବିଦ୍ ଧାତୁ ଣିଚ+କର୍ମ. ତ) — ପ୍ରକାଶିତ; କଥିତ — Announced; stated
  • ସଂ. ବିଣ. (ନି+ ବିଦ୍ ଧାତୁ ଣିଚ+କର୍ମ. ତ) — ପ୍ରାର୍ଥିତ — Solicited
  • ସଂ. ବିଣ. (ନି+ ବିଦ୍ ଧାତୁ ଣିଚ+କର୍ମ. ତ) — ଅନୁରୁଦ୍ଧ — Requested; entreated