ନିବେଦନ Nibedana

  • ସଂ. ବି. (ନି+ବିଦ୍. ଧାତୁ. ଣିଚ ବେଦି ଧାତୁ=ଜଣାଇବା+ ଭାବ. ଅନ) — ଜଣାଇବା; ଜ୍ଞାପନ; ବିଜ୍ଞାପନ — Giving of information; reporting
  • ସଂ. ବି. (ନି+ବିଦ୍. ଧାତୁ. ଣିଚ ବେଦି ଧାତୁ=ଜଣାଇବା+ ଭାବ. ଅନ) — ଭୋଗ ବା ପୂଜା କରିବା — Offering; oblation
  • ସଂ. ବି. (ନି+ବିଦ୍. ଧାତୁ. ଣିଚ ବେଦି ଧାତୁ=ଜଣାଇବା+ ଭାବ. ଅନ) — ସର୍ମପଣ — Entrusting; delivering
  • ସଂ. ବି. (ନି+ବିଦ୍. ଧାତୁ. ଣିଚ ବେଦି ଧାତୁ=ଜଣାଇବା+ ଭାବ. ଅନ) — କଥନ; ବର୍ଣ୍ଣନ — Describing
  • ସଂ. ବି. (ନି+ବିଦ୍. ଧାତୁ. ଣିଚ ବେଦି ଧାତୁ=ଜଣାଇବା+ ଭାବ. ଅନ) — ପ୍ରାର୍ଥନା; ସବିନୟ ଅନୁରୋଧ — Humble request,
  • ସଂ. ବି. (ନି+ବିଦ୍. ଧାତୁ. ଣିଚ ବେଦି ଧାତୁ=ଜଣାଇବା+ ଭାବ. ଅନ) — ଜଣାଣ — Prayer; soliciting
  • ସଂ. ବି. (ନି+ବିଦ୍. ଧାତୁ. ଣିଚ ବେଦି ଧାତୁ=ଜଣାଇବା+ ଭାବ. ଅନ) — ଆବେଦନ; ଦରଖାସ୍ତ — Application; petition; representation
  • ସଂ. ବି. (ନି+ବିଦ୍. ଧାତୁ. ଣିଚ ବେଦି ଧାତୁ=ଜଣାଇବା+ ଭାବ. ଅନ) — ଉତ୍ସର୍ଗ କରିବା — Dedication
  • ସଂ. ବି. (ନି+ବିଦ୍. ଧାତୁ. ଣିଚ ବେଦି ଧାତୁ=ଜଣାଇବା+ ଭାବ. ଅନ) — [ଦ୍ର—ପତ୍ରାଦିରେ ନିବେଦନର ସାଙ୍କେତିକ । ନି। ଲେଖା— ଯାଏ। ଯଥା,। ନି। ର କାରଣ ଏହିକି।]