ନିବୃତ୍ତ Nibṛutta
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ବିରତ; କ୍ଷାନ୍ତ — Ceased; desisted; discontinued
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ଶମିତ — Appeased; assuaged; moderated
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ସଂଶୋଧିତ — Corrected; reformed
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ବନ୍ଦ କରା ଯାଇଥିବା — Stopped
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ଦମିତ — Checked; controlled; subdued
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ବାଧାପ୍ରାପ୍ତ — Obstructed; hindered
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ପ୍ରତ୍ୟାବୃତ୍ତ — Returned; turned back
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ସମାପ୍ତ — Finished; completed
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ଗତ; ଚଳିତ — Gone; departed
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ସଂସାର ବିଷୟରେ ବିରକ୍ତ; ଉଦାସୀନ — Abstaining from worldly concerns; abstracted from worldly affairs (Apte)
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ଅନୁଚିତ କର୍ମ ପାଇଁ ଅସନ୍ତୁଷ୍ଟ; ଅନୁତପ୍ତ — Repenting of improper conduct (Apte)
- ସଂ. ବିଣ (ନି+ବୃତ ଧାତୁ=କ୍ଷାନ୍ତ ହେବା+କର୍ତ୍ତୃ. ତ) — ଅନ୍ତର୍ହିତ — Disappearing; vanished (Apte)