ନିବୃତ୍ତ କୋପ Nibṛutta kopa
- ସଂ. ବିଣ. ପୁଂ (ବହୁବ୍ରୀହି; ନିବୃତ୍ତ+କୋପ) — ସଦୟ — Kind
- ସଂ. ବିଣ. ପୁଂ (ବହୁବ୍ରୀହି; ନିବୃତ୍ତ+କୋପ) — ପ୍ରସନ୍ନ — Gratified; pleased; gracious
- ସଂ. ବିଣ. ପୁଂ (ବହୁବ୍ରୀହି; ନିବୃତ୍ତ+କୋପ) — ଯାହାର ରାଗ ଥଣ୍ଡା ପଡ଼ିଅଛି — With one's anger abated; appeased
- ସଂ. ବିଣ. ପୁଂ (ବହୁବ୍ରୀହି; ନିବୃତ୍ତ+କୋପ) — ଅନୁକୂଳ — Favourable